#ଘରୋଇ_କମ୍ପାନୀ_ପ୍ରତି_ରାଜ୍ୟ_ସରକାରଙ୍କ_ବଡ଼_ଅନୁକମ୍ପା।
ବଳି ପଡୁଛନ୍ତି ଶହ ଶହ ଆଉଟତ୍ସୋର୍ସ ଭାବେ କାର୍ଯ୍ୟ କରୁଥିବା ବିଜୁଳି କର୍ମଚାରୀ। ଅସ୍ଥାୟୀ ଭାବେ କାମ କରୁଥିବା କର୍ମଚାରୀ ଖରା ବର୍ଷାରେ ଦୀର୍ଘ ୮ଦିନ ହେଲା ଏମିତି ଧାରଣା ରେ ବସି ରହିଛନ୍ତି। ଏମାନଙ୍କ ଦାବି ହେଲା ସ୍ଥାୟୀ ନିଯୁକ୍ତି ।
#ArgusNews #ArgusNewsTV #Odisha #Brahmapur #Strike