ଏସ ସି ବି ମେଡିକାଲକୁ ସଂଯୋଗ କରୁଥିବା ତାଲଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ରାଣୀହାଟ ରୋଡରେ ରହିଥିବା ସର୍ବ ପୁରାତନ ହିନ୍ଦ ସିନେମା ହଲ ଏବଂ 30 ଟି ଦୋକାନ ଘରକୁ ଉଚ୍ଛେଦ କରିଛି ପ୍ରଶାସନ
#Cuttack #Ranihat #Hindcinemahall #eviction #CMC #ArgusNews