ଘର ଭିତରୁ ବିରାଟକାୟ ଅଜଗର ସାପ ଉଦ୍ଧାର। ସାପଟିର ଲମ୍ବ ସାଢେ଼ ଛଅ ଫୁଟ ଥିବା ବେଳେ ଓଜନ 10 କେଜି ଥିବା ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲା କୋମନା ପାଇକ ପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା ।
#ArgusNews #ArgusNewsTV #Odisha #Nuapada #Python #SnakeRescue