ଘାଟି ଚଢିପାରୁନି ବିକାଶ।
ପାହାଡ ଖୋଲରେ ଅଟକିଛି ବିକାଶ ଧାରା। ନା ଅଛି ରାସ୍ତା ନା ମିଳୁଛି ସୁବିଧା। ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତ ସପନ। ଏ ହେଉଛି ମାଲକାନାଗିରି ଜିଲ୍ଲା କୋରକୋଣ୍ଡୋ ବ୍ଲକ ଗଙ୍ଗାପଡା ଗାଁର ଦୃଶ୍ୟ।
#ArgusNews #Odisha #Malkanagiri #Undevelop