ପିଲାଙ୍କ ସ୍ବାସ୍ଥ୍ୟସେବା ପାଇଁ କେତେ ପ୍ରସ୍ତୁତ ରାଜ୍ୟ ସରକାର ...ତୟାର ଅଛି ତ ସ୍ବାସ୍ଥ୍ୟ ଭିତ୍ତିଭୂମି...ଶିଶୁ ସଂକ୍ରମିତ ହେଲେ ତାଙ୍କ ସହିତ ରହିପାରିବେ କି ଅବିଭାବକ, ରୋଗୀ ଓ ରୋଗକୁ ନେଇ ଚ୍ୟାଲେଂଜ...ଅପପୃଷ୍ଟିର ଶିକାର ଶିଶୁ ସଂକ୍ରମିତ ହେଲେ କେମିତି ହେବ ଚିକିତ୍ସା I
#ArgusNews #Odisha #Children #Covid_19 #coronavirus CMO Odisha