#ଘୁଞ୍ଚି_ଘୁଞ୍ଚି_ଯାଉଛି_ଖୋର୍ଦ୍ଧା - #ବଲାଙ୍ଗିର_ରେଳ_ପ୍ରକଳ୍ପ
#ଏବେ_ସୁଦ୍ଧା_ହେଲାନି_ଜମି_ଅଧିଗ୍ରହଣ
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲ୍ଲାରୁ ଯାଉଛି ସର୍ବାଧିକ ରାସ୍ତା । ହେଲେ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ଏବେ ବି ବାକି ରହିଛି ଜମି ଅଧିଗ୍ରହଣ ପ୍ରକ୍ରିୟା ।
#khordha #Balangir #railwayproject CMO Odisha #Odisha #ArgusNews