ବାସୁଦେବପୁର ବ୍ଲକ ନାଇକାଣିଡିହି ଅଂଚଳରେ ତାଣ୍ଡବ ରଚିଛି ଘୁର୍ଣ୍ଣିବଳୟ । ଏଥିରେ ପାଖାପାଖି ୧୫ରୁ ଉର୍ଧ ଘରର ଛପର ଉଡେଇନେଇଥିଲା । ହଠାତ ଘର୍ଣ୍ଣିଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହେଇଥିଲା । ୫ମିନିଟ ଘୁର୍ଣ୍ଣିଝଡରେ ବ୍ୟାପକ କ୍ଷୟକ୍ଷତି ହେଇଥିବା ଜଣାପଡିଛି ।
#ArgusNews #Odisha #Bhadrak #Basudevpur #storm #hurricane #Naturaldisaster