ଚକ ଖଡ଼ିରେ ରାଧାକାନ୍ତଙ୍କ ସୁକ୍ଷ୍ମ କାରିଗରୀ,ସତେ ଯେମିତି ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ଚକ ଖଡ଼ିରେ ନିର୍ମିତ ବିଭିନ୍ନ ପ୍ରତିମୂର୍ତ୍ତୀ । ଚାନ୍ଦବାଲି ଚନ୍ଦନବିନ୍ଦା ଗାଁର ବିରଳ ପ୍ରତିଭା ରାଧାକାନ୍ତ ହାତରେ ଜୀବନ୍ତ ରୂପ ପାଉଛି ନିର୍ଜିବ ଖଡ଼ି । ତାଙ୍କ ହାତରେ ଯାଦୁରେ କେତେବେଳେ ଦାରୁବ୍ରହ୍ମ ତ ଆଉ କେତେବେଳ ଜଗନ୍ନାଥ ମୂର୍ତ୍ତୀ ସହ ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତୀ ତିଆରି କରୁଛନ୍ତି ।
#ArgusNews #ArgusNewsTV #Odisha #Chalk #InnovativeStatue