ସେନା ଜୀବନରୁ ନେଇଛନ୍ତି ଅବସର । ପୁଅ ଓ ଦୁଇଝିଅ ପ୍ରତିଷ୍ଠିତ କମ୍ପାନୀରେ ଭଲ ଦରମାରେ ନିୟୋଜିତ । ଅର୍ଥକୁ ନେଇ ସେମିତି କିଛି ସମସ୍ୟା ନାହିଁ । ଚାହିଁଥିଲେ ବସି ବସି ବିତାଇ ପାରନ୍ତେ ଅବସର ଜୀବନ । କିନ୍ତୁ ଏଭଳି କରିନାହାନ୍ତି ଜୟପୁର ସହରର ବାସିନ୍ଦା ଅନବର ହୁସେନ ରାହୀ । ପରିଣତ ବୟସରେ ସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରି ଚାଚା ଚଣାବାଲା ଭାବେ ପାଇଛନ୍ତି ନିଆରା ପ୍ରସିଦ୍ଧି ।
#ArgusNews #Odisha #GoodNews #Koraput #jaypore #armyman