ପିଲାଦିନେ ଆପଣ ଚତୁର କାଉ ବା ଥ୍ରଷ୍ଟି କ୍ରୋର କାହାଣୀ ନିଶ୍ଚିତ ଶୁଣିଥିବେ । ଯେଉଁଥିରେ ଏକ ଶୋଷିଲା କାଉକୁ ବଗିଚାରେ ଥିବା ପାଣି ମାଠିଆ ମିଳୁଛି । କିନ୍ତୁ ପାଣି ମାଠିଆର ବହୁତ ତଳେ ଥିବା ଯୋଗୁଁ ତାର ଥଣ୍ଟ ପାଣିଯାଏ ପହଞ୍ଚି ପାରୁନି। ତେବେ ଚତୁର କାଉଟି ନିରାଶ ନହୋଇ ଥଣ୍ଟରେ ଗୋଡ଼ି ଆଣି ମାଠିଆ ଭିତରେ ପକାଉଛି । । ଆଉ ଶେଷରେ ମାଠିଆର ପାଣି ଉପରକୁ ଆସୁଛି ଆଉ ଚତୁର କାଉ ତାର ଶୋଷ ମେଣ୍ଟାଉଛି । ଆଜି ଆମେ ଆପଣଙ୍କୁ ଦେଖାଇବୁ ଚତୁର କାଉ ପାର୍ଟ ଟୁ ।
#Story #clevercrow #childhood #Odisha #ArgusNews