ବୋମା ମାଡ। କରିବା ସହ ସ୍କୁଟି ଜାଳିଦେଲେ । ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଚନ୍ଦନପୁର ଥାନା ପୋଲିସ୍। ଘଟଣା ସ୍ଥଳରେ ବମ୍ ସ୍କ୍ୱାଡ ସହ ଚନ୍ଦନପୁର ପୋଲିସର ତଦନ୍ତ ଜାରି।
#ArgusNews #Odisha #ArguNewsTV #bombing #puri #Chandanpur