#ଚର୍ଚ୍ଚାରେ_ଭଦ୍ରକର_କୁନି_ଉଦ୍ଭାବକ
ବିଶ୍ବର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର କରି ସେ ଗିନିସ ବୁକ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଚାନ୍ଦବାଲି ବ୍ଲକ ଖେରଙ୍ଗ ପଂଚାୟତର ରାଉତ ସାହିର ଶୁଭମ ରାଉତ। ପିଲାଟି ଦିନରୁ ଶୁଭମ ଜଣେ ମେଧାବୀ ଛାତ୍ର , କିଛି ନୂଆ କରି ଦେଖାଇବାକୁ ସବୁ ବେଳେ ତତ୍ପର ଶୁଭର।
#ArgusNews #ArgusNewsTV #Odisha #Bhadrak #GuinnessWorldRecords