ଚଳନ୍ତା ଟ୍ରେନରେ ନିଶା ଦେଇ ଯାତ୍ରୀଙ୍କ ଠାରୁ ଲୁଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ-ଗୁଣପୁର ଟ୍ରେନରେ । ଲୁଟରା ମାନେ ଟାର୍ଗେଟ କରିଛନ୍ତି ଟ୍ରେନରେ ଯାତ୍ରା କରୁଥିବା ବୟସ୍କ ମହିଳା ଓ ପୁରୁଷଙ୍କୁ । ଆଉ ଏଥିରେ ଶୀକାର ହୋଇଛନ୍ତି ବ୍ରହ୍ମପୁରର ଦୁଇ ଜଣ ବୟସ୍କ ମହିଳା ଓ ପୁରୁଷ ।
#brahmapur #Train #Loot #oldman #Odisha #ArgusNews