ଚଳିତବର୍ଷ ହୋଇପାରେ ୟୁଜି ପିଜି ପରୀକ୍ଷା।
କୁଳପତିମାନଙ୍କ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସପ୍ତାହକ ଭିତରେ ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଆସନ୍ତା 18 ତାରିଖ ସୁଦ୍ଧା ଜଣାଇଲେ ସରକାର ଚୁଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ।
#ArgusNews #Odisha #Education #UG #PG #Examination #ArunKumarSahoo