ଚା ଦୋକାନୀଙ୍କ ପୁଅ ହେଲେ ବିଶ୍ବ ବିଜେତା !
ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁରର ଚନ୍ଦନଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ । ଉଜ୍ବେକିସ୍ତାନର ତାସ୍କେଣ୍ଟରେ ଚାଲିଥିବା ୧୨ତମ ବିଶ୍ଵ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚନ୍ଦନ କୁମାର ସାହୁ ଭାରତ ପାଇଁ ପ୍ରତିନିଧିତ୍ତ୍ବ କରି ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି
#GoldMedalist #worldbodybuilding #WorldChampion #uzbekistan #Tashkent #Ganjam #ChandanSahoo #Odisha #ArgusNews