ଚାକିରି ଦେବା ଆଳରେ ଦଳି ଚକଟି ଦେଲେ ସବୁ ନୀତି ନିୟମ । ହାତେ ହାତେ ଦେଇଦେଲେ ଚାକିରି । ଏଭଳି କିଛି ଦୁର୍ନୀତିର ଅଭିଯୋଗ ଆସିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରୁ । ଆଉ ଏସବୁ କାରନାମା ପଛରେ ବରିଷ୍ଠ ଅଧିକାରୀଙ୍କ ଯଥେଷ୍ଟ ଭୁମିକା ଜଣା ପଡିବା ପରେ , ତଦନ୍ତ ହେବ ବୋଲି କହିଛନ୍ତି ଜିଲାପାଳ
#Anugul #Pharmacist #JobScam #Odisha #ArgusNews