ଚାକିରୀ ପାଇଁ ଲୋକେ ଗାଁ ଛାଡୁଥିବା ବେଳେ ଚାକିରୀ ଛାଡି ଗାଁକୁ ଫେରି ଚାଷରେ ସଫଳ ହୋଇଛନ୍ତି ଗଂଜାମ ଜିଲ୍ଲା ଚିରିକି ପଡ଼ା ଶାସନର ପୀତବାସ ପ୍ରଧାନ । ପୀତବାସ ନିଜର ୧୮ ଏକର ଜମିରେ ଫଳ ,ପନିପରିବା ଓ ଧାନ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଟି ପରିବାରକୁ ବର୍ଷସାରା କାମ ଯୋଗାଇ ଦେଉଛନ୍ତି
#ArgusNews #Odisha #NewsChannel #ArgusNewTV #Good_News #Ganjam #successful_farmer