ପିଲାଟି ଦିନରୁ ମନରେ ଥିଲା ପଶୁପକ୍ଷୀଙ୍କ ପ୍ରତି ଭଲପାଇବା । ଏହା ଭିତରେ ସେ ବଡ଼ ହେଲେ ଓ ଏମ ବି ଏ ପଢ଼ା ସାରି ବାଙ୍ଗାଲୁରରେ ମୋଟା ଅଙ୍କର ଦରମାରେ ଚାକିରୀ କଲେ । କିନ୍ତୁ ରାସ୍ତାକଡ଼ର ଅସହାୟ ,ପରିତ୍ୟକ୍ତ ଓ ବୁଲା ପଶୁପକ୍ଷୀଙ୍କ କଷ୍ଟ ତାଙ୍କୁ ଆନ୍ଦୋଳିତ କଲା ।
#Dogs #animals #MBA #Job #Socialservice #animalsLove #GoodNews #ArgusNews #Cuttack