ସମରଜିତ ଓ ସୌମ୍ୟରଂଜନ ଲୋକଙ୍କୁ ଜାଲ କାଗଜପତ୍ର ଦେଇ ରେଲୱେରେ ଚାକିରୀ ଦେଉଥିଲେ । ଟଙ୍କା ଦେଲେ ରାଜ୍ୟ ବାହାରର ବିଭିନ୍ନ ଷ୍ଟେସନରେ ଟିସି ଚାକିରୀ ମିଳୁଥିଲା । ଏଥିପାଇଁ ନେଉଥିଲେ ମୋଟା ଅଙ୍କର ଟଙ୍କା। ଚାକିରୀ ଲାଗି ରାଜଧାନୀର ବିଭିନ୍ନ ହୋଟେଲରେ ନେଉଥିଲେ ଇଣ୍ଟରଭ୍ୟୁ । #ArgusNews #ArgusNewsTV #Odisha #Bhubaneswar #RailwayJob #Fraud