ବାତ୍ୟା ୟଶ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ଚାନ୍ଦବାଲି ବ୍ଲକର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଘରଦ୍ୱାର ଭାଙ୍ଗି ଯାଇଥିବାବେଳେ କେଉଁଠି ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଅଧିକଂଶ କଚ୍ଚା ଘର ଭାଙ୍ଗିଯିବା ସହ ସେମାନଙ୍କର ବର୍ଷକର ଖାଦ୍ୟଶଷ୍ୟ ମଧ୍ୟ ନଷ୍ଟ ହୋଇଯାଇଛି ...
#ArgusNews #Odisha #Bhadrak #Chandabali #cycloneyaaseffects