#ଚାନ୍ଦିପୁର_ଡିଆରଡିଓ_ଗୁପ୍ତଚରଙ୍କୁ_ଜେରା_କରିବ_କ୍ରାଇମବ୍ରାଞ୍ଚ
ହନିଟ୍ରାପ କରୁଥିବା ମହିଳା ଜଣଙ୍କ କିଏ ? ତଥ୍ୟ ବଦଳରେ ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଆସୁଥିଲା ଟଙ୍କା ? ଭିଡିଓ, ଫଟୋ ଓ ଡକ୍ୟୁମେଣ୍ଟ ଆକାରରେ କିଛି ତଥ୍ୟ ଦେଇଛନ୍ତି କି ? ଅଭିଯୁକ୍ତମାନେ କାହାକୁ ଫୋନ୍ କରୁଥିଲେ ? ଏମିତି ଅନେକ ପ୍ରଶ୍ନ ସହ ଗିରଫ 5 ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
#Balasore #DRDO #CrimeBranch #Odisha #ArgusNews