ସନ୍ଦେହରେ ଟିମ ରାହୁଲ ପିଆର । ରକ୍ତ ଛିଟା ପଡିଥିବା ସ୍ଥାନ ଠାରୁ କାଳିଆର ମୃତଦେହ ମିଳିଥିବା ସ୍ଥାନର ଦୂରତା ୫୦ ରୁ ୬୦ ଫୁଟ ହେଇଥିଲେ ବି କାହିଁକି ଏହାକୁ ଅପମୃତ୍ୟୁ କହୁଛି ପୋଲିସ ? ପୋଲିସ ଉପରେ ସ୍ଥାନୀୟ ବିଧାୟିକାଙ୍କ ଚାପ ରହିଛି କି ?
#Team #Corpse #Police #MLA #TeamRahulPiara #Jajapur #Murder #Mangalpurpolicestation #Argusnews #Odisha