ଭିତର ରତ୍ନଭଣ୍ଡାର ଚାବିକୁ ନେଇ ପୁଣି ନୂଆ ବିବାଦ। 2018 ଏପ୍ରିଲ୍ 4 ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ତତ୍କାଳୀନ ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ 1970 ମସିହାରୁ 2018 ମସିହା ମଧ୍ୟରେ ଜିଲ୍ଲା ଟ୍ରେଜେରୀରେ ଚାବି ରଖାଯିବା କିମ୍ବା ଟ୍ରେଜେରିରୁ ଚାବି ଅଣାଯିବା ନେଇ କୌଣସି ତଥ୍ୟ ଉଲ୍ଲେଖ ହୋଇନାହିଁ।
#Ratnabhandara #Puri #key #Odisha #ArgusNews