#ଚାରା_ନାଁରେ_କୋଟି_କୋଟି_ଟଙ୍କା_ଚଳୁ
#4_ଜିଲ୍ଲାରେ_ବ୍ୟାପକ_ଅନିୟମିତତା
ରାଜ୍ୟରେ ଉଦ୍ୟାନ କୃଷି ବିଭାଗ କିପରି ଚାରା ଲଗାଇବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଛି ଏ ଚିଠି ତାର ଗୁମର ଖୋଲି ଦେଇଛି । ଥରେ ଭଲ କରି ନଜର ପକାନ୍ତୁ ଏହି ଚିଠି ଉପରେ...ଉଦ୍ୟାନ କୃଷି ବିଭାଗର ସହ ସଚିବ ଚାରି ଜିଲ୍ଲାର ଅଧିକାରୀଙ୍କୁ ଲେଖିଥିବା ଏହି ଚିଠି କହୁଛି 2015-16 ରୁ 2016-17 ମଧ୍ୟରେ ରାଜ୍ୟର ଚାରି ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗର ଅଧିକାରୀ ମାନେ କାଜୁ ଚାରା ଲଗାଇବା ନାଁରେ ବ୍ୟାପକ ଅର୍ଥ ଅନିୟମିତତା କରିଛନ୍ତି ।
#Sapling #Agriculture #later #saplingproject #Bhubaneswar #Odisha #ArgusNews