#ଗୋଟିଏ_ଗଛରେ_ହଜାରେ_ଟଙ୍କା_ଚଳୁ
#ଚାରା_ଲଗାଇ_ଚଳୁ_କରିଦେଲେ_ଲକ୍ଷ_ଲକ୍ଷ_ଟଙ୍କା
ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଚାରା ରୋପଣକୁ ନେଇ ବଡ କେଳେଙ୍କାରୀ । ଗଛ ଗୋଟିଏରେ ହଜାରେ ଟଙ୍କା ଚଳୁ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ମପୁରରୁ ।
#ArgusNews #Odisha #brahmapur #treeplanting #BMC #money #tree #complain