#ଚାଲିଗଲା_ଜୱାଦ_ଚାଷୀଙ୍କୁ_ଦେଇ_ଗଲା_ଦୁଃଖ
#ଏକର_ଏକର_ଫସଲ_ହରାଇ_ଚାଷୀ_ଚିନ୍ତାରେ
ଵାତ୍ୟା ଫନୀ ରେ ସର୍ବସ୍ବ ହରାଇ ଅଣ୍ଟା ସଳଖି ପାରିନଥିବା ଚାଷୀଙ୍କ ମୁଣ୍ଡରେ ଏଵେ ଵାତ୍ୟା ଜୱଦା ଚଡକ ପକାଇଛି । ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ନିମାପଡ଼ା -ଗୋପ ବ୍ଲକ ଅଂଚଳରେ ଶହ ଶହ ଏକର ଫସଲ କ୍ଷୟକ୍ଷତି ହୋଇଛି । ଲଗାଣ ଵର୍ଷାରେ ଧାନ ବିଲରେ ଆଣ୍ଠୁଏ ଉଚରେ ପାଣି ଜମିରହିଛି ।
#Nimapada #Gopblock #cyclone #cyclonejawad #farmers #Odisha #ArgusNews