ବାତ୍ୟା ସିନା ଚାଲିଗଲା ହେଲେ ଚାଷୀ ଭାଇ ମୁଣ୍ଡରେ ପଡ଼ିଛି ଚଡ଼କ । ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଭୂଷରଙ୍ଗ ପାଟର ୨୦୦ ଏକର ଜମି ଏବେ ଜଳମଗ୍ନ । ଚାଷ କ୍ଷତି ହେବା ଏକପ୍ରକାର ନିଶ୍ଚିତ। ବର୍ଷକ କେମିତି ଚଳିବେ ସେ ଆଶଙ୍କାରେ ଘାରି ହେଉଛି ଚାଷୀ ।
#ArgusNews #Odisha #Kendrapara #cycloneeffect #farmerproblem