#ଚାଲିଛି_ସ୍ମାଟ_ସ୍କୁଲର_ସ୍ମାଟ_କାମ
#ହେଲେ_ଜିନିଷ_ଲାଗିଛି_ଦୁଇ_ନମ୍ଵରୀ
#ହାତରେ_ଧରିଲେ_ଖସୁଛି_ଟାଇଲସ୍
#ଛାତରୁ_ଦିଶୁଛି_ରଡ
ନିମ୍ନମାନର କାମ କରି ସରକାରୀ ଅର୍ଥ ଆତ୍ମସାତ । ଏହେଉଛି ଵଲାଙ୍ଗିର ଜିଲ୍ଲା ସରଗାଉଡର ଗାଁର ସରକାରୀ ଲାଲ ବାହାଦୂର ନୋଡାଲ ଉଚ୍ଚ ବିଦ୍ୟାଳୟ । ସ୍କୁଲର ରୂପାନ୍ତିକରଣ କାମ ଚାଲିଛି ସତ । କିନ୍ତୁ କାମ ଅତି ନିମ୍ନମାନର । ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
#samrtschool #smartwork #balangir #saragaudara #lalbahadurschool #govtdevlopment #Odisha #ArgusNews