#ଚାଳ_ଛପର_ଘରେ_ବିତୁଛି_ଜୀବନ
#ଶୋଷ_ମେଣ୍ଟାଉଛି_ଗୋଟିଏ_ନଳକୂପ
ରଘୁନାଥପୁର ବ୍ଳକ ଅନ୍ତର୍ଗତ ସାଦେଇପୁର ପଂଚାୟତ ଜଗନ୍ନାଥପୁର ଗାଁର । ଗାଁର ଆଦିବାସୀ ସାହିରେ ରୁହନ୍ତି ୩୦ରୁ ଉର୍ଦ୍ଧ୍ବ ପରିବାର । ହେଲେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଏମାନେ । ନା ଅଛି ରହିବା ପାଇଁ ପକ୍କା ଘର । ନା ପାନୀୟ ଜଳର ବ୍ୟବସ୍ଥା । ସରକାର ଜମି ପଟ୍ଟା ଯୋଗାଇ ଦେବାକୁ କହି ଭୁଲି ଯାଇଛନ୍ତି ।
#Jagatsinghpur #Raghunathpurblock #developmentissue #Odisha #ArgusNews