ମହାନଦୀରେ ବନ୍ୟାଜଳ ଆସିବା ପରେ ଏବେ ବାଙ୍କୀର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି । ଅନେକ ଜାଗାରେ ଯାତାୟତ ଠପ ହୋଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଓ ପନିପରିବା ଚାଷ ଜମିରେ ବନ୍ୟାପାଣି ଲହଡି ଭାଙ୍ଗୁଛି । ଏଭଳି ଦୃଶ୍ୟ ଏବେ ବାଙ୍କୀ ବିଲିପଡା ଅଞ୍ଚଳରେ ଦେଖିବାକୁ ମିଳିଛି
#Cuttcak #Banki #Flood #Mahanadi #Water #Agriculture #Odisha #ArgusNews