#ଚାଷରୁ_ବାର୍ଷିକ_ତିନିଲକ୍ଷ_ଆୟ_କରୁଛନ୍ତି_ଅନ୍ତର୍ଯ୍ୟାମୀ
ଚାଷ ଆଉ ଲାଭଜନକ ନୁହଁ ବୋଲି ଅଭିଯୋଗ ଆସୁଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଜଣେ ଚାଷୀ ନିଜ ମେହନତ ଓ ନିଷ୍ଠା ବଳରେ କୃଷିରୁ ପାଇଛନ୍ତି ସଫଳତା । ପନିପରିବା ଚାଷ ସାଙ୍ଗକୁ ଛେଳି ,କୁକୁଡ଼ା ଓ ଗୋପାଳନ ତାଙ୍କୁ ବାର୍ଷିକ ତିନିଲକ୍ଷ ଟଙ୍କାର ରୋଜଗାର ଦେଇଛି । ପଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁରର ଏହି ପ୍ରଗତିଶୀଳ ଚାଷୀ ନଟବର ଖୁଣ୍ଟିଆ ଏବେ ଅନ୍ୟ ଚାଷୀମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
#GoodNews #Kendrapara #successful #farming #allegations #Goats #chickens #Odisha #ArgusNews