ମୌସୁମୀ ଆସିଲା ଚାଷୀ ଖୁସିରେ ଆରମ୍ଭ କଲେ ଚାଷ କାର୍ଯ୍ୟ । ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାଷୀ ଜମିରେ ତଳି ମଧ୍ୟ ପକାଇଥିଲେ। ଏବେ ଅଭାବ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ତଳି ନଷ୍ଟ ହେବାକୁ ବସିଥିବା ବେଳେ ଏବେ ବଞ୍ଚାଇବାକୁ ଚଳାଇଛନ୍ତି ନିଜସ୍ବ ଉଦ୍ୟମ । କୁଚିଣ୍ଡା ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ
#ArgusNews #Odisha #ArgusNewsTV #sambalpur #kuchinda #farmerproblem