ଚକଡ଼ା ପୋକ ଉଜାଡ଼ି ଦେଲା ଫସଲ ,ଚାଷୀ ମୁଣ୍ଡରେ ଚଡକ। ଅମଳ ସମୟରେ ଏକର ଏକର ଜମିର ଫସଲ ଉଜାଡି ଦେଇଛି ଚକଡା। ଭଲ ଅମଳ କରିବ, ଏହି ଆଶାରେ ଦିନରାତି ପରିଶ୍ରମ କରିଥିଲା ଚାଷୀ। ମାତ୍ର ଅମଳ ପୂର୍ବରୁ ମାଟିରେ ମିଶିଛି ସୁନାର ଫସଲ। ଫଳରେ ଋଣଭାର କିପରି ସୁଝିବ ତାକୁ ନେଇ ଚାଷୀର ଚିନ୍ତା ବଢିଛି।
#Keonjhar #Ghasipura #FarmersIssue #cropdestroy #Odisha #ArgusNews