#ଚାଷୀଙ୍କୁ_ଟ୍ବିଟରରେ_ଆହ୍ବାନ_କରି_ଟ୍ରୋଲ_ହେଲେ_ମନ୍ତ୍ରୀ !
ମଣ୍ଡିରେ ଧାନ ବିକ୍ରି ନହେବା, ଋଣ ବୋଝ ସହି ନପାରି ଚାଷୀ ଆତ୍ମହତ୍ୟା କରୁଛି । ରାଜ୍ୟର ଅନେକ ଜିଲ୍ଲାରେ ସାର ଅଭାବ। ଶୁଖା ଜମିକୁ ନେଇ ଚାଷୀ ଚିନ୍ତାରେ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏହି ଟ୍ବିଟକୁ ନେଇ ରାଜ୍ୟରେ ଚର୍ଚ୍ଚା
#ArgusNews #Odisha #ranedrapratapswain #FarmerSuicide #Twitter #BJD