ଚାଷୀଙ୍କୁ ମିଳୁନି ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି । ଯାହାଫଳରେ ଶହ ଶହ ଚାଷୀ ଏବେ ଚିନ୍ତାରେ । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ହଳଦିଢିହ ଗ୍ରାମର ଶତାଧିକ ଚାଷୀ ।
#Jajpur #haladidhia #agriculture #insurance #farmer #odisha #ArgusNews