ଚାଷୀଙ୍କ କାମରେ ଲାଗୁନି ଚେକ ଡ୍ୟାମ । ଚେକ ଡ୍ୟାମ ଅଛି କିନ୍ତୁ ଜଳଯୋଗାଣ ହୋଇପାରୁନି ଚାଷ ଜମିକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଲକ ଗାଲେରୀ ପଂଚା ୟତର ରଙ୍ଗାମେରୁ ଗାଁରେ । ଶୁଣନ୍ତୁ କଣ ରହିଛି ସେଠାକାର ଚାଷୀଙ୍କ ପ୍ରତିକ୍ରିୟା
#ArgusNews #Odisha #Bhanjanagar #Checkdam #irrigation #farmerproblem