ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ମିଲର୍ସ ଜରିଆରେ ରାଜ୍ୟ ସରକାର ଖାଇଗଲେ 22ଶହ କୋଟି ଟଙ୍କା । ମିଲର୍ସଙ୍କ ଚାପ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି BJP କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।
#BBSR #BJP #PressMeet #Odisha #ArgusNews