ଗୁଟେଆଡେ ବାତ୍ୟା ୟଶର ପ୍ରଭାବ, ଆରଗୁଟେ ଆଡେ ଅଦିନିଆ ବର୍ଷା । ଇତାର ସାଙ୍ଗେ ମଣ୍ଡିନେ କଟନି ଛଟନୀ ଆରୁ ଟୋକନ୍ ଟେନସନ୍ । ଗୁଟେ ପରେ ଗୁଟେ ମୁଡଦୁଖା ଚାଷୀକେ ପିଛା କରୁଛେ। ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ତାଲବ ଗାଁର ଚାଷୀଙ୍କର କଥା।
#ArgusNews #ArgusNewsTv #Odisha #Sambalpur #farmers #Token_Tension