ଶିଳ୍ପ ପାଇଁ ହଁ....ହେଲେ ଚାଷ ପାଇଁ ହେବାକୁ ଥିବା ଜଳସେଚନ ପ୍ରକଳ୍ପ ପାଇଁ କୁଣ୍ଠାବୋଧ । ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ବ ହେବ ଅନୁଗୁଳ ଜିଲ୍ଲାରେ ହେବାକୁ ଥିବା ହିଡ଼ିସିଂହ ପ୍ରକଳ୍ପର ଭାଗ୍ୟ ଏବେ ସୂତା ଖିଅରେ । ଅନୁଗୁଳରୁ ଦେଖିବା ଏହି ରିପୋର୍ଟ
#Angul #Irrigation #indurstry #Agriculture #OdishaGovt #ArgusNews