ଚାଷୀଙ୍କ ପାଇଁ ବିରୋଧୀଙ୍କ ହଲ୍ଲାବୋଲ । ଅନ୍ନଦାତାଙ୍କ ଧାନ ନଉଠିବାକୁ କେନ୍ଦ୍ର କରି ଆନ୍ଦୋଳନ ପହଞ୍ଚିଲା ଦ୍ବିତୀୟ ଦିନରେ । ତହସିଲ କାର୍ଯାଳୟ ଏବଂ ବ୍ଲକ ଅଫିସ ଆଗରେ ଚାଷୀଙ୍କ ପ୍ରତିବାଦ । ରାଜରାସ୍ତାରେ ରାଜ୍ୟ ସରକାରଙ୍କ ନୀତି ବିରୋଧରେ ବିଜେପି ଓ କଂଗ୍ରେସ୍ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି ।
#ArgusNews #Odisha #BJP #Congress #Protest #PaddyIssue