#ଚାଷୀଙ୍କ_ହକ୍_ପାଇଁ_ବିଜେପିର_ହଲାବୋଲ୍ !
କେବେ ମଣ୍ଡିରୁ ଉଠିବ ଧାନ ? ଚାଷୀଙ୍କ ସମସ୍ୟା ପାଇଁ ରାଜରାସ୍ତାରେ ବିଜେପି। ଦ୍ବିତୀୟ ଦିନରେ ପହଞ୍ଚିଛି ବିଜେପି ଧାରଣା। ଆଜି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହ ଟୋକନ ରିଜେନେରେଟ ଓ ମଣ୍ଡିରୁ ଧାନ ଉଠାଇବାକୁ ଦାବି କରିଛି ବିଜେପି
#ArgusNews #Odisha #ArgusNewsTV #BJP_Protest #MandiIssue #FarmersProblem