#ଚାଷୀ_ଆଖିରେ_ଲୁହ_ଦେଇଗଲା_ଅଦିନିଆ_ଝଡ଼ବର୍ଷା
ନଷ୍ଟ ହେଲା ଏକର ଏକର କଦଳୀ ଚାଷ। କରୋନା ସମୟରେ ଚାଷୀ ଧାରକରଜ କରି ସୁନାର ଫସଲ ଫଳାଇ ଥିଲେ। ହେଲେ ଝଡ଼ବର୍ଷାରେ ସବୁ ଚାଷ ନଷ୍ଟ ହୋଇଗଲା ଏବେ ଚିନ୍ତାରେ ନୂଆପଡା ଚାଷୀ । ସେପଟେ କେନ୍ଦ୍ରାପଡାରେ ଧାନ ଜମିରେ ପାଣି ମାଡିବାରୁ ପଚିସଢି ଗଲାଣି ଧାନ। ଚାଷୀଙ୍କ ପାଖରେ କୌଣସି ପ୍ରଶାସନ ଅଧିକାରୀ ପହଂଚିନଥିବା ସେମାନେ ଅଭିଯୋଗ ।
#ArgusNews #Argustv #Odisha #Cyclone_Yass #Agriculture #Farmers #Nuapada #Kendrapada