ବୁର୍ଲା ଥାନା ଅନ୍ତର୍ଗତ କୁଦ ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ହେଲେ କୁଦ ଗୁଣ୍ଡେରପୁରକ କୈବଲ୍ୟ ରୋହିଦାସ । ସେ ୭ଏକର ଚାଷ କରି ଧାର ଉଧାର କରିଥିଲେ । ଧାନ ବିକ୍ରି ହୋଇନପାରିବାରୁ ସେ ବୁଧବାର ରାତିରେ ବିଷ ପିଇଥିଲେ ।
#ArgusNews #Odisha #farmers #sucaide #Burla