ଗ୍ରାମୀଣ ଯାଜପୁର ଜିଲ୍ଲାର ଜଣେ ଚାଷୀ ଘରର ବୋହୁ ମୋନାଲିସା ଭଦ୍ରା ଟ୍ରକ ଠାରୁ ଟ୍ରାକ୍ଟର ଆଉ ବୁଲେଟ ଠାରୁ ଘୋଡା ପିଠିରେ ସବାର ହୋଇ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମାଙ୍କଡ଼ ମାନଙ୍କ ସେବା କରି ବିଗତ କିଛି ବର୍ଷ ହେଲା ୟୁଟ୍ୟୁବରେ ରାଜ କରୁଛନ୍ତି । ଚର୍ଚ୍ଚାରେ
#ArgusNews #Odisha #Jajpur #bravewomen #MonalishaBhadra