ବରଗଡ ଜିଲ୍ଲା ଅତାବିରା ବ୍ଲକ ହିଲ୍ଲିପାଲି ଗ୍ରାମର ଚାଷୀ ବୃନ୍ଦାବନଙ୍କ ପରିବାରକୁ ଭେଟିଲେ ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଏବଂ ବ୍ଲକ କୃଷି ଅଧିକାରୀ, ଯାହା କ୍ଷତି ହୋଇଛି ତାହା ଆଗାମୀ ଦିନରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କୁ କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
#farmers #Farmerdeath #farmerproblems #Bargarh #Tahsildar #Odisha #ArgusNews