#ଚାଷୀ_ଭୋଟ_ବ୍ୟାଙ୍କ_ପାଇଁ_ଚାଉଳକୁ_ଅସ୍ତ୍ର_କଲା_ବିଜେଡି
#ମଣ୍ଡି_ଅବ୍ୟବସ୍ଥାର_ଆକ୍ରୋଶରୁ_ବର୍ତ୍ତିବାଃପାଇଁଃନୂଆଋଫନ୍ଦି
ପୁଣି ଫେରିଲା ଚାଉଳ ପଲିଟିକ୍ସି । ଚାଉଳ ଓ ଧାନ ଉଠାଣକୁ ନେଇ ମୁହାଁ ମୁହିଁ ବିଜେଡି ଓ ବିଜେପି । ରାଜ୍ୟର ବଳକା ଚାଉଳ ଉଠାଇବା ଲାଗି ରବିବାର ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଘନେଇଛି ବିବାଦ । ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୁଦ୍ଧରେ ଆଣିଛି ସାଙ୍ଘାତିକ ଅଭିଯୋଗ ।
#Odisha #BJP #RicePolitics #ArgusNews #bjd #brownrice