ସୋଳ୍ପ ବୃଷ୍ଟିପାତ ସହିତ କରୋନାର ପ୍ରଭାବରେ ଚାଷୀକୂଳ ଚିନ୍ତାରେ ଅଛନ୍ତି । ରୁଦ୍ରପୁର କରିଆଳ ଗ୍ରାମର ଶତାଧିକ ଚାଷୀ ହେକ୍ଟର ହେକ୍ଟର ଚାଷ ଜମିରେ ଲଳିତା ଚାଷକରି ଗୁଜୁରାଣ ମେଣ୍ଟାଇ ଥାନ୍ତି । କିନ୍ତୁ ଅମଳ ସମୟରେ ଅଜଣା ପୋକ ଲାଗିଥିବାରୁ ଚାଷୀ ମାନଙ୍କ ଚିନ୍ତା ବଢିଯାଇଛି ।
#Rudrapur #agriculture #corona #rain #Odisha #ArgusNews