#ଚାଷ_ଆରମ୍ଭରୁ_ବର୍ଷା_ଉଭାନ
ପ୍ରଭାବିତ ହେବାକୁ ବସିଲାଣି ଅଣଧାନ ଫସଲ। ସ୍ବଳ୍ପ ବର୍ଷା ଯୋଗୁ ଆଗେଇ ପାରୁନି ଚାଷ କାମ। ଅନ୍ୟପଟେ ୮ଦିନ ଭିତରେ ସ୍ବାଭାବିକ ବର୍ଷା ନହେଲେ ଧାନ ଚାଷ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛି କୃଷି ବିଭାଗ।
#ArgusNews #ArgusNewsTV #Odisha #Mayubhanj #Farming #Rain #RiceCultivation