#ସତ୍ତା_ହରାଇବାରେ_ବସିଲାଣି_ବ୍ରିଟିଶ୍_ଶାସନ_ସମୟର_କ୍ଷୁଦ୍ର_ଜଳସେଚନ_ପ୍ରକଳ୍ପ
ଚାଷ ଜମିକୁ ମାଡୁନି କେନାଲ ପାଣି । ମରାମତି ନାଁରେ ବ୍ୟୟ ହେଉଛି କୋଟି କୋଟି ଟଙ୍କା । ଚାଷୀ ଦେଉଛନ୍ତି ଜଳ କର କିନ୍ତୁ ଜମିକୁ ଯାଉନି ପାଣି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଜଳସେଚନ ପ୍ରକଳ୍ପର କେନାଲର ଦୂରାବସ୍ଥା ।
#ArgusNews #Odisha #Angul #land #WaterProblem #british