#ଚାଷ_ଜମି_ନୁହେଁ_ବର୍ଷ_ତମାମ_ଗାଁ_ଦାଣ୍ଡରେ_ଚାଲୁଛି_ପାଣି
କେନାଲରୁ ଅନବରତ ବୋହି ଚାଲିଛି ପାଣି । ମାତ୍ର ଚାଷ ଜମି ନୁହେଁ, ବର୍ଷ ତମାମ ଗାଁ ଦାଣ୍ଡରେ ଚାଲୁଛି ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତର ଗୋପାଳସାହି ।
#Keonjhar #Odisha #ArgusNews #irrigation #Water #irrigationsystem